Install App
baripada_news
This browser does not support the video element.
ବାରିପଦା ମ୍ୟୁନିସିପାଲଟି: ୧୦ ଦିନରେ ପହଞ୍ଚିଲା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ; ଖୁଣ୍ଟା କଲେଜରେ ବିଦ୍ୟାର୍ଥିମାନଙ୍କ ଅସନ୍ତୋଷ ପ୍ରକାଶ
Baripada M, Mayurbhanj | Aug 25, 2025
ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘର ଆହ୍ବାନକ୍ରମେ ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟରେ କାର୍ଯ୍ୟରତ ଅଧ୍ୟାପକ ଓ କର୍ମଚାରୀମାନଙ୍କ ଦ୍ୱାରା ଜାରି ରହିଥିବା ଆନ୍ଦୋଳନକୁ ଆଜି ଅର୍ଥାତ ସୋମବାର ୧୦ ଦିନ ହୋଇଥିଲେ ମଧ୍ୟ ଅଦ୍ୟାବଧି ଏହାର ସମାଧାନ ପ୍ରତି ସରକାର ଦୃଷ୍ଟି ଦେଉନଥିବା ଫଳରେ ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷାଦାନ ସମେତ ମହାବିଦ୍ୟାଳୟର ଅଫିସ୍ କାର୍ଯ୍ୟ ବାଧା ସୃଷ୍ଟି ହେଉଛି l ଯାହାକୁ ନେଇ ବିଦ୍ୟାର୍ଥିମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
Share
Read More News
T & C
Privacy Policy
Contact Us
Your browser does not support JavaScript!