Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: କନ୍ଦଗୁଡା ନିକଟରେ ବାଇକ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର |

Nabarangapur PS, Nabarangpur | Aug 24, 2025
ବାଇକ ଦୁର୍ଘଟଣା ଗ୍ରସ୍ତ ହେବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ବ୍ୟକ୍ତି ଗୁରୁତର ହୋଇ ପଡ଼ିଥିବା ସୂଚନା ମିଲିଛି |ସୂଚନା ପ୍ରକାରେ, ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚଚା ପଂଚାୟତ ଅନ୍ତର୍ଗତ ଥାଟବେଡା ଗ୍ରାମର ଜୟମନ ଭତରା, ମଙ୍ଗରୁ ଭତରା ଓ ଦୁଃର୍ଜନ ଭତରା ଏକ ବାଇକ ବସି ଦେଉଳକୋଣା ହାଟକୁ ଯାଉଥିଲେ |ଯିବା ସମୟରେ କନ୍ଦଗୁଡା ନିକଟରେ ଭାରସାମ୍ୟ ହରେଇ ବାଇକଟି ରାସ୍ତା ପାର୍ଶ୍ଵରେ ଥିବା ଏକ ଗଛରେ ପିଟିହେବା ଫଳରେ ତିନି ବାଇକ ଆରୋହୀ ରାସ୍ତାରେ ଛିଟିକି ପଡିଥିଲେ |
Read More News
T & CPrivacy PolicyContact Us