Install App
baripada_news
This browser does not support the video element.
ବାରିପଦା ମ୍ୟୁନିସିପାଲଟି: ତକତପୁର ଅଞ୍ଚଳର ଭଡା ଟଙ୍କା ସମସ୍ୟା ନେଇ ଅଟୋ ଚାଳକ ଙ୍କ ସହ ଗଣ୍ଡୋଗଳ ଘଟଣା; ବାରିପଦା ଟାଉନ ଥାନାରେ ହେଲା ବୁଝାମଣା
Baripada M, Mayurbhanj | Aug 27, 2025
ବାରିପଦା ସହରର ତକତପୁର ଅଞ୍ଚଳରେ ଗତ ୨ ଦିନ ତଳେ ଭଡା ଟଙ୍କା ନେଇ ଅଟୋ ଚାଳକ ଓ କିଛି ବ୍ୟକ୍ତିଙ୍କ ମଧ୍ୟରେ ଝଗଡ଼ା ହୋଇ ଗଣ୍ଡୋଗଳ ସୃଷ୍ଟି ହୋଇଥିଲା। ତେବେ ଏହି ଘଟଣାକୁ ବୁଧବାର ଅପରାହ୍ନ ପ୍ରାୟ ୩ ଟା ସମୟରେ ଉଭୟ ପକ୍ଷରୁ ବାରିପଦା ଟାଉନ ଥାନା ଠାରେ ବୁଝାମଣା କ୍ରମେ ସମାଧାନ ହୋଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!