This browser does not support the video element.
ଖଲ୍ଲିକୋଟ୍: ଏଚ ବାହାଡ଼ାପଲ୍ଲୀ ରାସ୍ତାରେ ଅବକାରୀ ବିଭାଗର ଚଢ଼ାଉ, ୧୯ ଲିଟର ଦେଶୀ ମଦ ସହ ବାଇକ ଜବତ ଓ ଜଣେ ଗିରଫ
Khalikote, Ganjam | Aug 25, 2025
ଏଚ ବାହାଡ଼ାପଲ୍ଲୀ ରାସ୍ତାରେ ଆଜି ଦିନ ସାଢ଼େ ୧୧ ଟା ସମୟରେ ଅବକାରୀ ବିଭାଗ ଚଢ଼ାଉ କରି ୧୯ ଲିଟର ଦେଶୀମଦ ସହ ଗୋଟିଏ ବାଇକ କୁ ଜବତ କରିବା ସହ ଜଣ ଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଗିରଫ ଯୁବକ ଜଣଙ୍କ ରମ୍ଭା ଥାନା ଏଚ ବାହାଡ଼ାପଲ୍ଲୀ ର ଜିତୁ ନାୟକ ବୋଲି ଜଣା ପଡିଛି ।ଅନ୍ୟପଟେ ଚୋରା ଦେଶୀମଦ ଚାଲାଣ ଅଭିଯୋଗରେ ଗିରଫ ହୋଇଥିବା ଜିତୁ ନାୟକ ଙ୍କୁ ଅପରାହ୍ନ ପ୍ରାୟ ୩ ଟା ସମୟରେ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଆଦର୍ଶ ଥାନା ଅଧିକାରିଣୀ ତେଜସ୍ଵୀନି ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି ।