Download Now Banner

This browser does not support the video element.

ସୁନ୍ଦରଗଡ ସହର: ଧର୍ମଶାଳା ଉଚ୍ଚ ବିଦ୍ୟାଳୟ ରେ ସ୍କୁଲ ର ପ୍ରଧାନ ଶିକ୍ଷକ ପ୍ରଭାତ କୁମାର ଦାସ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ।

Sundargarh Town, Sundargarh | Jul 20, 2024
ଆଜି ଦିନ ୧୧ ଟା ସମୟରେ ଧର୍ମଶାଳା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଭାତ କୁମାର ଦାସ ଙ୍କ ସମ୍ବର୍ଦ୍ଧନା ସଭା ଧର୍ମ ଶାଳା ସ୍କୁଲରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭା ରେ ସ୍କୁଲ ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ପୁରାତନ ଛାତ୍ର, ଛାତ୍ରୀ ଏବେ ବିଦ୍ୟାଳୟ ରେ ଅଧ୍ୟୟନ କରୁଥିବା ଛାତ୍ର,ଛାତ୍ରୀ ସ୍କୁଲ ପରିଚାଳନା କମିଟି ର ସଭାପତି,ପୂର୍ବତନ ସଭାପତି ପ୍ରମୁଖ ଉପସ୍ଥିତ ରହି ପ୍ରଧାନ ଶିକ୍ଷକ ଙ୍କୁ ବିଦାୟ ଦେଇଥିଲେ।
Read More News
T & CPrivacy PolicyContact Us