This browser does not support the video element.
ଢେଙ୍କାନାଳ ସଦର: ମୋଟରୀ ଗ୍ରାମରେ ଦମ୍ପତିଙ୍କ ଲାଇନ କାଟିଦେବା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ
Dhenkanal Sadar, Dhenkanal | Sep 12, 2025
ଢେଙ୍କାନାଳ ସଦର ଥାନା ମୋଟରୀ ଗ୍ରାମର ଅକ୍ଷିଳ ପ୍ରଧାନ ଆଜି ମଧ୍ୟାହ୍ନ ୧୨ଟା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅଭିଯୋଗ କରିଛନ୍ତି । ସେ କହିଛନ୍ତି ତାଙ୍କ ଗ୍ରାମରେ କିଛି ଲୋକ ତାଙ୍କ ଘର ଉପରକୁ ଢେଲାପଥର ମାରିବା ସହିତ ଦମ୍ପତିଙ୍କୁ ଆକ୍ରମଣ କରିଛନ୍ତି। ଏପରିକି ତାଙ୍କ ଘରର ଲାଇନ କାଟି ଦେଇଥିବାରୁ ପରିବାର ଏବେ ଅନ୍ଧାରର ଅଛନ୍ତି ।