Install App
rakhipradhanjsg
This browser does not support the video element.
ଝାରସୁଗୁଡା: ଝାରସୁଗୁଡା ଆୟୋଜିତ କାର୍ଯ୍ୟକ୍ରମରେ ୬୦,୦୦୦କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପ ଲୋକାର୍ପଣ,ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
Jharsuguda, Jharsuguda | Sep 27, 2025
ସେବା ପର୍ବ ଅବସରରେ ଆଜି ଝାରସୁଗୁଡା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳ ସାଢେ ଏଗାରଟା ସମୟରେ ୬୦,୦୦୦ କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ,ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହା ସହିତ ଅମଲିପାଳି ପଡିଆରେ ଉଦବୋଧନ ପ୍ରଦାନ କରିଛନ୍ତି। ଓଡ଼ିଶାର ରାଜ୍ୟପାଳ ଡ଼. ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ସହ ଅନେକ ବରିଷ୍ଠ ମନ୍ତ୍ରୀ ଓ ନେତା ମଞ୍ଚରେ ଉପସ୍ଥିତ ରହିଥିବା ବେଳେ ବିଭିନ୍ନ ରାଜ୍ୟରୁ ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ଅନଲାଇନ ମାଧ୍ୟମରେ ଯୋଡି ହୋଇଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!