Download Now Banner

This browser does not support the video element.

ଜଳେଶ୍ବର: ରାଜଘାଟ ଠାରେ ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର,ବନ୍ୟା ଆଶଙ୍କା

Jaleswar, Balasore | Sep 5, 2025
ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର,ବନ୍ୟା ଆଶଙ୍କା,ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ରାଜଘାଟ ଠାରେ ବିପଦ ସଙ୍କେତ 10.36 ମିଟର ରହିଥିବା ବେଳେ ସତର୍କ ସଙ୍କେତ ରହିଛି 9.45 ମିଟର, ଆଜି ସକାଳ 9 ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ 7.43ମିଟର ରେ ପ୍ରବାହିତ ହେଉଛି l ଫଳରେ ତଳିଆ ଅଞ୍ଚଳ ରେ ଲୋକେ ଭୟବିତ ହୋଇଛନ୍ତି l ତେବେ ପୁଣି ଥରେ ବନ୍ୟା ଆଶଙ୍କା କରାଯାଉଛିp
Read More News
T & CPrivacy PolicyContact Us