This browser does not support the video element.
ଝରିଗାଁ: ଆମ୍ବାଗୁଡା ଗ୍ରାମରେ ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ଦ୍ୱାରା ଗ୍ରାମର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯାଇଥିବା ସୂଚନା
Jharigan, Nabarangpur | Jul 4, 2024
ଆମ୍ବାଗୁଡା ଗ୍ରାମରେ ବିଭିନ୍ନ ସୟଂ ସହାୟିକା ଗୋଷ୍ଠୀ ର ମହିଳାମାନେ ଆଜି ଏକତ୍ରିତ ହୋଇ ଗ୍ରାମର ବିଭିନ୍ନ ସ୍ଥାନରେ ଆମ୍ବ, ପଣସ, ପିଜୁଳି,ଆକାଶୀ,ସଜନାଗଛ ଭଳି ଅନେକ ବୃକ୍ଷ ରୋପଣ କରିଥିବା ଦେଖିବାକୁ ମିଲିଛି | ଏହି ସମୟରେ ତାଙ୍କ ସହ ମିଶନଶକ୍ତି ର ସିଆରପି ଦିଦି ମଧ୍ୟ ଉପସ୍ଥିତଥିଲେ।ଆଜି ପ୍ରଥମ ଦିନରେ ଗ୍ରାମରେ ପାଖାପାଖି ୯୦ଟି ବୃକ୍ଷରୋପଣ କରାଯାଇଥିବା ବେଳେ ଆଗାମୀ ଦିନରେ ଗ୍ରାମର ସମସ୍ତ ଅନୁଷ୍ଠାନିକ ସ୍ଥାନ ମାନଙ୍କରେ ପାଖାପାଖି ୫ସହ ଟି ବୃକ୍ଷରୋପଣ କରାଯିବା ନେଇ ସିଆରସି ସୂଚନା ଦେଇଛନ୍ତି |