Install App
baripada_news
This browser does not support the video element.
ବାରିପଦା ମ୍ୟୁନିସିପାଲଟି: ବାରିପଦା ସଦର ଅବକାରୀ ଥାନା ଟିମ ୬ଟି ସ୍ଥାନରେ ଚଢ଼ାଉ କରି ଦେଶୀ ମଦ ଓ ପୋଚ ଜବତ, ୨ଜଣ ଗିରଫ
Baripada M, Mayurbhanj | Aug 30, 2025
ବେଆଇନ ଦେଶୀ ମଦ କାରବାର ରୋକିବାରେ ବାରିପଦା ସଦର ଅବକାରୀ ବିଭାଗକୁ ସଫଳତା ମିଳିଛି। ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଦ୍ଵାରା ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୨୨୧ଲିଟର ଦେଶୀ ମଦ ଓ ୯୨୦୦ଲିଟର ପୋଚ ଜବତ କରାଯାଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!