Download Now Banner

This browser does not support the video element.

ମହୁଲପାଲି: ନୁଆଡିହି ମୋରାମ୍ ଜଙ୍ଗଲ ରୁ ବିପୁଳ ପରିମାଣର ମହୁଲି ପୋଚ ଓ ମଦ କଲା ଅବକାରୀ ବିଭାଗ

Mahulpalli, Sambalpur | Aug 22, 2025
ବାମରା ବ୍ଲକ ମହୁଲପାଲି ଥାନା ଅନ୍ତର୍ଗତ ନୁଆଡ଼ିହି ମୋରାମ ଗ୍ରାମ ଜଙ୍ଗଲ ରେ ବେଆଇନ ମଦ ପ୍ରସ୍ତୁତି ଚାଲିଥିବା ସୂଚନା ପାଇ ଶୁକ୍ରବାର ଦିନ ତମାମ ଗୋବିନ୍ଦପୁର ଅବକାରୀ ବିଭାଗ ପକ୍ଷରୁ ଉକ୍ତ ଅଞ୍ଚଳ ରେ ଚଢାଉ କରାଯାଇଥିଲା। ହେଲେ ସୁଯୋଗ ପାଇ ମଦ ପ୍ରସ୍ତୁତକାରୀ ମାନେ ସେଠାରୁ ଖସି ପଳାଇ ଥିଲେ। ଘଟଣା ସ୍ଥଳରୁ ୨ ହଜାର ଲିଟର ମହୁଲି ପୋଚ ଓ ୯୦ ଲିଟର ମଦ ସମେତ ମଦ ପ୍ରସ୍ତୁତି ରେ ବ୍ୟବହାର ହେଉଥିବା ବିଭିନ୍ନ ସରଞ୍ଜାମ ଜବତ କରାଯାଇଛି।
Read More News
T & CPrivacy PolicyContact Us