Download Now Banner

This browser does not support the video element.

କେଗାଁଓ: ଉପର ମୁଣ୍ଡରେ ପ୍ରବଳ ବର୍ଷା ଉଦନ୍ତୀ ନଦୀରେ ବନ୍ୟଜଳ ପ୍ରବାହିତ ତଳ ମୁଣ୍ଡକୁ ସତର୍କ ସୂଚନା

Kegaon, Kalahandi | Sep 3, 2025
ଉପର ମୁଣ୍ଡରେ ପ୍ରବଳ ବର୍ଷା ଉଦନ୍ତୀ ନଦୀରେ ବନ୍ୟଜଳ ପ୍ରବାହିତ ତଳ ମୁଣ୍ଡକୁ ସତର୍କ ସୂଚନା ଆଜି 3ତାରିଖ ମଙ୍ଗଳବାର ଅପରାହ୍ନ 5ଟାରେ ଉଦନ୍ତୀ ନଦୀରେ ବନ୍ୟା ଜଳ ପ୍ରବେଶ କରିଛି ଫଳରେ ତଳମୁଣ୍ଡ କୁ ସତର୍କ ସୂଚନା ଜାରି କରାଯାଇଛି ତେବେ ଆଜି.ଅପରାହ୍ନ ସୁଦ୍ଧା ଉଦନ୍ତୀ ନଦୀର ଲେତେର ଘାଟ ଅଞ୍ଚଳରେ ବନ୍ୟା ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଇଛି ତେବେ ତଳ ମୁଣ୍ଡକୁ ଏଥିପାଇଁ ସତର୍କ ସୂଚନା ଜାରି କରାଯାଇଛି ରାତି ସମୟରେ ଜଳ ସ୍ଥର ଆହୁରି ବଢିବା ଆଶଙ୍କା ଥିବାରୁ ତଳ ମୁଣ୍ଡର ଲୋକଙ୍କୁ ସତର୍କ ରହିବାକୁ ସୂଚନା ଜାରିକରl ଯାଇଛି
Read More News
T & CPrivacy PolicyContact Us