This browser does not support the video element.
ଜଗତସିଂହପୁର: ସଂସ୍କୃତିଭବନରେ ପୁର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ବର୍ଗତ ବସନ୍ତ କୁମାର ବିଶ୍ବାଳଙ୍କ ୨୨ତମ ଶ୍ରାଦ୍ଧଉତ୍ସବ ପାଳନ
Jagatsinghapur, Jagatsinghpur | Sep 7, 2025
ଓଡ଼ିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ବର୍ଗତ ବସନ୍ତ କୁମାର ବିଶ୍ବାଳଙ୍କ ୨୨ ତମ ଶ୍ରାଦ୍ଧଉତ୍ସବ ପାଳନ । ସ୍ବର୍ଗତ ବସନ୍ତ ବିଶ୍ୱାଳ ସ୍ମୃତି କମିଟି ପକ୍ଷରୁ ଆଜି ଦିନ ୧ ଘଟିକା ସମୟରେ ଜଗତସିଂହପୁର ସଦରମହକୁମା ଆଦିକବି ଶାରଳା ଦାସ ସଂସ୍କୃତି ଭଵନରେ ଏହି ଅବସରରେ ଏକ ସର୍ବଦଳୀୟ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ ଅତିଥିଭାବେ ଜିଲ୍ଲା ବିଜେଡି ସଭାପତି ପ୍ରଶାନ୍ତ କୁମାର ମୁଦୁଲି ,ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ ,ଜିଲ୍ଲା ବିଜେପି ସଭାପତି ପ୍ରତାପ ମିଶ୍ର ଓ ବହୁ ମାନ୍ୟଗଣ ବ୍ୟକ୍ତି ଯୋଗଦେଇ କର୍ମବୀର ବସନ୍ତ କୁମାର ବିଶ୍ବାଳଙ୍କ ବହୁମ