Download Now Banner

This browser does not support the video element.

ଫୁଲବାଣୀ ସହର: କନ୍ଧମାଳ ଜିଲ୍ଲା ରିତୁବଡି ନିକଟ ପୋଲ ତଳୁ ଜଣେ ନିଖୋଜ ବ୍ୟକ୍ତିର ମୃତଦେହ ଉଦ୍ଧାର, ରାଇକିଆ ଥାନରେ ଅପମୃତ୍ୟ ମାମଲା ରୁଜୁ

Phulabani Town, Kandhamal | Aug 30, 2025
କନ୍ଧମାଳ ଜିଲ୍ଲା ରିତୁବଡି ନିକଟ ପୋଲ ତଳୁ ଜଣେ ନିଖୋଜ ବ୍ୟକ୍ତିର ମୃତଦେହ ରାଇକିଆ ପୋଲିସ ଉଦ୍ଧାର କରିଛି । ମୃତ ବ୍ୟକ୍ତି ଜଣକ ହେଲେ ସୁଗଡବାଡି ଗ୍ରାମ ଓଡିଆ ସାହି ର କାଳିଆ ନାୟକ । ସେ ଗତ ପାଞ୍ଚ ଦିନ ତଳୁ ଘରୁ ବାହାରକୁ ଯିବା ପରେ ଆଉ ଫେରି ନଥିଲେ। ପୋଲ ନିକଟ ରେ ଏକ ମୃତଦେହ ପଡ଼ିଥିବା ନେଇ ଖବର ପାଇବା ପରେ ଅଗ୍ନିଶମ ବିଭାଗ ଦ୍ଵାରା ମୃତ ଦେହ ଉଧାର କରଯାଇଥିଲା । ପରିବାର ଲୋକେ ଆସି ମୃତ ଦେହ ଚିହ୍ନଟ କରିଥିଲେ । ରାଇକିଆ ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି 5/2025 ରେ ମାମଲା ରୁଜୁ କରିଛି.
Read More News
T & CPrivacy PolicyContact Us