Install App
malliksaroj28
This browser does not support the video element.
ପୁରୀ ମ୍ୟୁନିସିପାଲଟି: ଅନଲାଇନ ମାଧ୍ୟମରେ ବାରମ୍ବାର ଭକ୍ତଙ୍କୁ ଠକେଇ ଆଉ ମାଫ କରାଯିବନି, କାଯ୍ୟଳୟରେ ପ୍ରତିକ୍ରିୟା ରଖିଲେ ପୁରୀ ଏସପି l
Puri M, Puri | Aug 30, 2025
ଅନଲାଇନ ମାଧ୍ୟମରେ ବାରମ୍ବାର ଭକ୍ତଙ୍କୁ ଠକେଇ ହେଉଥିବାର ନଜିର ଆସିଛି। ଏହି ଘଟଣାକୁ ପୋଲିସ ଗୁରୁତର ସହ ନେଇଛି। ତେବେ ସାଇବର ଏକ୍ସପର୍ଟ ଙ୍କ ଦ୍ଵାରା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ। ଘଟଣାର ତଦନ୍ତ ପରେ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ବିଭିନ୍ନ ଫେକ୍ ଓ୍ବେବ ସାଇଟରେ ଏଭଳି ବିଜ୍ଞାପନ ଦେଖିବାକୁ ମିଳୁଛି। ତେଣୁ ଜନସାଧାରଣ ଏଥିରୁ ନିବୃତ ରହିବାକୁ ପୁରୀ ଏସପି ଅନୁରୋଧ କରିଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!