This browser does not support the video element.
ପଦ୍ମପୁର: ଘନାମାଲ ଖେଳ ପଡିଆ ଠାରେ ବ୍ଲକ ସ୍ତରୀୟ ବାଳକ ଓ ବାଳିକା ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ
Padmapur, Bargarh (Baragarh) | Aug 22, 2025
ଆଜି 2ଟା ସମୟ ପାଖାପାଖି ରେ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ଘନାମାଲର ଖେଳ ପଡିଆ ରେ ବ୍ଳକ ସ୍ତରୀୟ ବାଳକ ଓ ବାଳିକା ଫୁଟବଲ ପ୍ରତିଯୋଗିତା ବ୍ଲକ ସ୍କୁଲ କ୍ରୀଡା ସଂଗଠନ ରାଜବୋଡାସମ୍ବର୍ ତରଫରୁ ଆୟୋଜନ କରାଯାଇଥିଲା। ଏହି ଚୟନ ପ୍ରକିୟା ରେ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବ୍ଲକ ସ୍କୁଲ କ୍ରୀଡା ସଂଗଠନ ର ସ୍ଥାୟୀ ସଭାପତି ଶ୍ରୀମାନ ଲୋକନାଥ ଭୋଇ ମହୋଦୟ, ସମ୍ମାନିତ ଅତିଥି ଭାବରେ ରଜବୋରସମ୍ବର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀମାନ ନିରାଲମ୍ଵର ପଟେଲ,ବ୍ଲକ ସ୍କୁଲ କ୍ରୀଡା ସଂଗଠନ ର ସମ୍ପାଦକ ଶ୍ରୀମାନ ହରେକୃଷ୍ଣ ମେହେର, ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ଘନାମାଲ