Install App
sushantpattnayak1983
This browser does not support the video element.
ଛତ୍ରପୁର: ନୋଳିଆ ନୁଆଁ ଗାଁ ସ୍ଥିତ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଓ କମିଟି ମଧ୍ୟ୍ୟରେ ବିବାଦରେ, ପ୍ରତିକ୍ରିୟା ରଖିଲେ ଅଭିଭାବକ
Chhatrapur, Ganjam | Aug 27, 2025
ବିଦ୍ଯାଳୟରେ ଶିକ୍ଷକ ଓ ପରିଚାଳନା କମିଟି ମଧ୍ୟରେ ବିବାଦ। ସଂଗୀନ ଅଭିଯୋଗ ଆଣିଛନ୍ତି ଅଭିଭାବକ। ଶିକ୍ଷକ /ଶିକ୍ଷୟତ୍ରୀ ଓ କମିଟି ମଧ୍ୟ୍ୟରେ ବିବାଦରେ ବଳି ପଡିଲେ ନିରିହ ଛାତ୍ର /ଛାତ୍ରୀ।ସ୍କୁଲ ରେ ଝୁଲିଲା ତାଲା, ହୋଇ ପାରିଲା ନାହିଁ ଗଣେଷ ପୂଜା। ଛତ୍ରପୁର ବ୍ଲକ ନୋଳିଆ ନୁଆଁ ଉର୍ନିତ ଉଚ୍ଚ ବିଦ୍ୟାଳୟରେ ଏଭଳି ଅଭିଯୋଗକୁ ନେଇ ବୁଧବାର ଅପରାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଅଭିଭାବକ।
Share
Read More News
T & C
Privacy Policy
Contact Us
Your browser does not support JavaScript!