This browser does not support the video element.
ବରଗଡ: ହଳଦୀପାଳି ଛକରେ ପିକଅପ ଦୁର୍ଘଟଣା, ଭାରସାମ୍ୟ ହରାଇ ଓଲଟିଗଲା ପରିବା ବୋଝେଇ ପିକଅପ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
Bargarh, Bargarh (Baragarh) | Sep 4, 2025
ବରଗଡ଼ ହଳଦିପାଲୀ ଛକ ରେ ପୋଟଲ ବୋଝେଇ ପିକଅପ ଦୁର୍ଘଟଣା | ଗୁରୁବାର ସନ୍ଧ୍ୟା 6 ଘଣ୍ଟା ସମୟରେ ବରଗଡ଼ ହଳଦୀପାଳି ଛକରେ ଭାରସାମ୍ୟ ହଟାଇ ଏକ ପୋଟଲ ବୋଝେଇ ପିକଅପ ଓଲଟି ଦୁର୍ଘଟଣା ହୋଇଛି | ପ୍ରାୟ ଦୁଇ ରୁ ଅଢେଇ କୁଇଣ୍ଟାଲ ପୋଟଲ ଧରୀ ଯାଉଥିବା ସମୟରେ ଦୁର୍ଘଟଣା ଘଟିଛି | ତେବେ ଦୁର୍ଘଟଣାରେ ବହୁ କ୍ଷତି ହୋଇଥିବା ଜଣାପଡିଛି | ଘଟଣା ସ୍ଥଳକୁ ସଦର ପୋଲିସ ପହଞ୍ଚି ଥିବା ବେଳେ ସ୍ଥାନୀୟ ଲୋକେ ପହଂଚି | ଡ୍ରାଇଭରକୁ ଉଦ୍ଧାର କରିଥିଲେ | ଡ୍ରାଇଭର ଠିକ ଥିବା ବେଳେ ଗାଡିର ଗୋଟେ ପଟ ଭାଙ୍ଗିବା ସହ ସମସ୍ତ ପୋଟଲ ପଡିଯାଇଥିବା ଦେଖାଯାଇଛି |