Download Now Banner

This browser does not support the video element.

କେ ନୂୂଆଗାଁ: ଫୁଲବାଣୀ ର କୋରେନେସନ ପଡିଆରେ ଫୁଟବଲ ଟୁର୍ଣ୍ଣାମେଣ୍ଟ କୁ ଖାଦ୍ୟ ଯୋଗାଣ ବିଭାଗ ମନ୍ତ୍ରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଛନ୍ତି

Nuagaon, Kandhamal | Aug 15, 2025
ଫୁଲବାଣୀ ର କୋରେନେସନ ପଡିଆକୁ ସ୍ୱଧିନତା ଦିବସ ପାଳନ ଅବସରରେ ମାନ୍ୟବର ଖାଦ୍ୟ ଯୋଗାଣ ମନ୍ତ୍ରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଛନ୍ତି, ମନ୍ତ୍ରୀ ଙ୍କ ଗସ୍ତ ଶୁକ୍ରବାର ଦିନ 11ଘଣ୍ଟିକା ହଇଥିବା ବେଳେ, ଟୂର୍ଣ୍ଣାମେଣ୍ଟ ଟି ସ୍ୱଧିନତା ଦିବସ ପାଳନ ଅବସରରେ ଦୁଇ ଦିବସୀୟ ଫୁଟବଲ ଟୂର୍ଣ୍ଣାମେଣ୍ଟ ଅନୁଷ୍ଠିତ ହଇଯାଇଛି, ଶେଷ ଦିନରେ ଖାଦ୍ୟ, ଯୋଗାଣ ବିଭାଗ ର ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଯଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଛନ୍ତି ଏହି କାଯ୍ୟକ୍ରମ ରେ କନ୍ଧମାଳ ଜିଲ୍ଲାପାଳ ବେଦ ଭୁଷଣ, SP ହରିଶିବିଶି, ବିଧାୟକ ଉମା ଚରଣ ମଲ୍ଲିକ, ଯୋଗ ଦେଇଛନ୍ତି
Read More News
T & CPrivacy PolicyContact Us