This browser does not support the video element.
ତେଲକୋଇ: କୁଡ଼ବିଲ , ବେଣା, ଟେଣ୍ଟେଇ ନାଳୀ ,ତାଳପଦା,ପଡ଼ାଙ୍ଗ ଗାଁ ଅଞ୍ଚଳରେ ମୋବାଇଲ ଟାୱାର ନାହିଁ ପ୍ରତୀକ୍ରିୟା ରଖିଲେ
Telkoi, Kendujhar | Sep 26, 2025
କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ କୁଡ଼ବିଲ ଗାଁ ସମେତ କାଳିଆହତା, ବେଣା, ଟେଣ୍ଟେଇ ନାଳି ,ଅହିଗୋଳା, ତାଳପଦା ଗାଁରେ ମୋବାଇଲ ନେଟୱାର୍କ ନାହିଁ , ଲୋକେ ନାହିଁ ନ ଥିବା ଅସୁବିଧାରେ , ଆଜି ଅପରାହ୍ନ ୫.୩୦ ମି. ସମୟର ପ୍ରତୀକ୍ରିୟା ।