Download Now Banner

This browser does not support the video element.

ବୋଲଗଡ: ମାଣିବନ୍ଧ ରାସ୍ତାରେ ଦୁଇ ବାଇକ ମୁହାମୁହିଁ ଧକ୍କା ଦୁଇ ଗୁରୁତର

Bolagad, Khordha | Aug 23, 2025
ଖୋର୍ଦ୍ଧା ଜିଲ୍ଲା ବୋଲାଗଡ ବ୍ଲକ ମାଣିବନ୍ଧ ରାସ୍ତାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ଗୁରୁତର ହୋଇଛିନ୍ତି ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ରାସ୍ତା ଖରାପ ଥିବାରୁ ବାଇକ୍ ଚାଳକ୍ ଭାରସ୍ୟମ୍ ହିରାଇ ସାମ୍ନାରୁ ଆସୁଥିବା ଗାଡ଼ିକୁ ଧକ୍କା ଦେଇଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us