Install App
mohantydebajyoti31
This browser does not support the video element.
ଜଗତସିଂହପୁର: ଆସନ୍ତା 3ତାରିଖ ରେ ଜିଲ୍ଲା ରେ ପବନ ସହିତ ବିଜୁଳି ଘଡଘଡି ମାରିବାକୁ ଦୃଷ୍ଟି ଜିଲ୍ଲା କୁ ୟଲୋ ୱାର୍ଣ୍ଣି ଜାରିକଲା ଆଞ୍ଚଳିକ ପାଣିପାଗ ବିଭାଗ
Jagatsinghapur, Jagatsinghpur | Sep 2, 2025
ଆସନ୍ତା 3ତାରିଖ ରେ ଜଗତସିଂହପୁର ଜିଲ୍ଲା ରେ ପବନ ସହିତ ବିଜୁଳି ଘଡଘଡି ମାରିବାକୁ ଦୃଷ୍ଟି ଜିଲ୍ଲା କୁ ୟଲୋ ୱାର୍ଣ୍ଣି ଜାରିକଲା ଆଞ୍ଚଳିକ ପାଣିପାଗ ବିଭାଗ l ସୂଚନା ମୁତାବକ ଆସନ୍ତା 3ତାରିଖ ରେ ଜଗତସିଂହପୁର ଜିଲ୍ଲା ରେ 30ରୁ 40 କିମି ବେଗରେ ପବନ ସହିତ ବିଜୁଳି ଘଡଘଡି ମାରିବାକୁ ଦୃଷ୍ଟି ରେ ରଖି ଜିଲ୍ଲା କୁ ୟଲୋ ୱାର୍ଣ୍ଣି ଜାରିକଲା ଆଞ୍ଚଳିକ ପାଣିପାଗ ବିଭାଗ l
Share
Read More News
T & C
Privacy Policy
Contact Us
Your browser does not support JavaScript!