This browser does not support the video element.
ବଲାଙ୍ଗୀର: ଯାମ ଗାଁ ରେ ସର୍ପଦଂଶନରେ ଆହତ ଜଣେ ଚାଷୀ, ଭୀମ ଭୋଇ ମେଡିକାଲରେ ଭର୍ତ୍ତି
Balangir, Balangir | Sep 13, 2025
ଯାମ ଗାଁ ରେ ସର୍ପଦଂଶନରେ ଆହତ ଜଣେ ଚାଷୀ, ଭୀମ ଭୋଇ ମେଡିକାଲରେ ଭର୍ତ୍ତି ବଲାଙ୍ଗୀର ଜିଲ୍ଲାର ଯାମ ଗାଁ ଗ୍ରାମରେ ସର୍ପ ଦଂଶନରେ ଜଣେ ଚାଷୀ ଆହତ ହୋଇଛନ୍ତି । ଆହତ ହୋଇଥିବା ଚାଷୀ ହେଲେ ଭୋଜ ରାଜ ବରିହା । କ୍ଷେତରେ କାମ କରୁଥିବା ବେଳେ ଏହି ଅଘଟଣ ଘଟିଥିଲା । ସେଠୁ ତତ୍କ୍ଷଣାତ୍ ଭୀମ ଭୋଇ ମେଡିକାଲରେ ଆଜି ରାତି ୮ଟା ସମୟ ରେ, ଭର୍ତ୍ତି କରାଯାଇଛି ଓ ତାଙ୍କର ଚିକିତ୍ସା ଚାଲିଛି ବୋଲି ସୂଚନା ମିଳିଛି