Download Now Banner

This browser does not support the video element.

ଖଲ୍ଲିକୋଟ୍: ମଥୁରା ଗ୍ରାମରେ ଯାତ୍ରୀବାହୀ ବସ ପଛକୁ ଧକ୍କା ଦେଲା ଅନ୍ୟ ଏକ ଯାତ୍ରୀବାହୀ ବସ; ଅଳ୍ପକେ ବର୍ତ୍ତି ଲେ ଯାତ୍ରୀ, ଥାନାରେ ଦୁଇ ବସ ଅଟକ

Khalikote, Ganjam | Sep 10, 2025
ମଥୁରା ଗ୍ରାମରେ ଯାତ୍ରୀବାହୀ ବସ ପଛକୁ ଅନ୍ୟ ଏକ ଯାତ୍ରୀବାହୀ ବସ ଧକ୍କା ଦେଇଥିବା ବେଳେ ଅଳ୍ପକେ ଯାତ୍ରୀ ବର୍ତ୍ତି ଯାଇଛନ୍ତି । ଆଜି ଦିନ ପ୍ରାୟ ସାଢ଼େ ଗୋଟାଏ ସମୟରେ ଆସିକା ପଟୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଆୟୁଷ୍ମାନ ନାମକ ଘରୋଇ ଯାତ୍ରୀବାହୀ ବସ ଟି ମଥୁରା ଗ୍ରାମରେ ଯାତ୍ରୀଙ୍କୁ ନେବା ପାଇଁ ରାସ୍ତା ମଝିରେ ରହିଥିବା ବେଳେ ହଠାତ ବୀଣାପାଣି ନାମକ ଘରୋଇ ଯାତ୍ରୀବାହୀ ବସ ଟି ଆୟୁଷ୍ମାନ ବସ ପଛକୁ ଶକ୍ତ ଧକ୍କା ଦେଇଥିଲା । ଯାହା ଫଳରେ ଦୁଇ ବସ ର ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ପୋଲିସ ଦୁଇ ବସ କୁ ଅଟକ ରଖି ତଦନ୍ତ ଚଳାଇଛି ।
Read More News
T & CPrivacy PolicyContact Us