Download Now Banner

This browser does not support the video element.

ବୌଦ୍ଧ ସଦର: ଆସନ୍ତାକାଲି ଜିଲ୍ଲାରେ ବଜ୍ରପାତ ସହ ୪୦ ରୁ ୫୦ କିଲୋମିଟର ବେଗରେ ପବନ ସମ୍ଭାବନା ନେଇ ୟେଲୋ ୱାର୍ଣ୍ଣିଂ ଜାରି

Baudh Sadar, Boudh (Bauda) | Jun 11, 2025
ଆଜି ସକାଳ ୧୧ଟା ସମୟରେ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ସୂତ୍ରରୁ ଜାରି ସୂଚନା ଅନୁସାରେ l ଆସନ୍ତାକାଲି ୧୨ତାରିଖରେ ବଜ୍ରପାତ ସହିତ ୪୦ରୁ ୫୦କିଲୋମିଟର ବେଗରେ ପବନ ବହିବା ନେଇ ଜିଲ୍ଲାକୁ ଏଲୋ ୱାର୍ଣ୍ଣିଙ୍ଗ ଜାରି l
Read More News
T & CPrivacy PolicyContact Us