Download Now Banner

This browser does not support the video element.

ବୀରମହାରାଜପୁର: ଉଲୁଣ୍ଡା ବ୍ଲକର ବିଭିନ୍ନ ବିଦ୍ୟାଳୟରେ କ୍ଳଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ , ଯୋଗଦେଲେ ଗୋଷ୍ଠୀ ଶିକ୍ଷା ଧିକାରି

Biramaharajpur, Subarnapur (Sonepur) | Sep 6, 2025
ଉଲୁଣ୍ଡା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଆଜି କ୍ଲାସ୍ତର ସ୍ତରୀୟ ମାସିକ ବୈଠକ ଆଜି ଅପରାହ୍ନ 2ଟା 30ମିନିଟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି l ସୂଚନା ଅନୁସାରେ ଗଣ୍ଡାବାହାଲ ୟୁପିସ୍କୁଲ, ହୀଙ୍ଗମା ୟୂପିସ୍କୁଲ୍ ଏବଂ ଖେମାଲୋଏ ସ୍କୁଲରେ ଆୟୋଜିତ ବୈଠକରେ ଗୋଷ୍ଠୀ ଶିକ୍ଷା ଶିକାରୀ ଅଜୟ ଲୁହା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଶିକାରୀ ଯୋଗେଶ୍ୱର ଦାସ ଅତିଥି ଭାବରେ ଯୋଗଦେଇ ଛାତ୍ର ଛାତ୍ରୀଙ୍କ ସୃଜନ ସିଲତା ଜ୍ଞାନବୃଦ୍ଧି, ଉଲ୍ଲାସ, ଡ୍ରପ ଆଉଟ୍ ଏବଂ ଛାତ୍ର ଛାତ୍ରୀଙ୍କ ବିକାସ ଉପରେ ଆଲୋଚନା ହୋଇଥିଲା l ବୈଠକରେ ସମସ୍ତ କ୍ଳସ୍ତର୍ ଶିଆରସିଶି ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗଦେଇଥିଲ
Read More News
T & CPrivacy PolicyContact Us