Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ମୟୁରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା କାରଣରୁ ବୁଢ଼ାବଳଙ୍ଗ ସମେତ ଅନ୍ୟାନ୍ୟ ନଦୀର ଜଳସ୍ତର ବୃଦ୍ଧି ନେଇ ସୂଚନା

Baripada M, Mayurbhanj | Sep 3, 2025
ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାରେ ବୁଧବାର ସକାଳୁ ଲଗାଣ ବର୍ଷା ଜାରି ରହିଛି। ଜିଲ୍ଲାରେ ଭାରି ବୃଷ୍ଟିପାତ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବରୁ ମୟୁରଭଞ୍ଜ ଜିଲ୍ଲାକୁ ୱାରନିଙ୍ଗ ପ୍ରଦାନ କରାଯାଇଥିଲା। ଏହା ପ୍ରଭାବରେ ବାରିପଦା ସମେତ ଜିଲ୍ଲା ବ୍ୟାପି ବର୍ଷାର ମାତ୍ରା ବୃଦ୍ଧି ପାଇଥିଲା। ବୃଷ୍ଟିପାତ ସତର୍କତା ପାଇଁ ଜିଲ୍ଲାପାଳ ହେମକାନ୍ତ ସୟ ନିଜେ ବିଭିନ୍ନ ବ୍ଲକକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।
Read More News
T & CPrivacy PolicyContact Us