Download Now Banner

This browser does not support the video element.

ବାଲିଗୁଡା: ବାଲିଗୁଡା ଷ୍ଟାଡିୟମ ଠାରେ ବ୍ଲକ ଲେବେଲ ସ୍କୁଲ୍ ଷ୍ଫଟସ୍ & ଗେମ୍ ଳ ଶୁଭାରମ୍ଭ ହଇଯାଇଛି,

Baliguda, Kandhamal | Sep 8, 2025
ବାଲିଗୁଡା ଷ୍ଟାଡିୟମ ଠାରେ ବ୍ଲକ ଲେବେଲ ସ୍କୁଲ୍ ଷ୍ଫଟସ୍, ଗେମ ସମବାର ଦିନ 11ଘଣ୍ଟିକାରେ ଆରମ୍ଭ ହଇ ଅପରାହ୍ନ 4ଘଣ ଟିକା ପଯ୍ୟନ୍ତ ଚାଲୁ ରହିଥିଲା, 260 ଛାତ୍ର ଖେଳାଳି, 4ଜୁନ୍ ଆସିଛନ୍ତି, , 14ଟି ଇଭେଣ୍ଟ, ରହିଥିବା ବେ ସୁଡ୍ରା, ବାଲିଗୁଡା, ସିପାଞ୍ଜିର, ବାଟାଗୁଡା, 25ଜଣ, ଖେଳ ଶିକ୍ଷକ ଯଗଦେବା ସହ SDAA କର୍ମକର୍ତା ସହଯଗ,କରିଛନ୍ତି ଆଜି ପ୍ରଥମ ଦିନ ରେ SDAAର ସମ୍ପାଦକ ସୁସାନ୍ତ ଦାସ, ସିପାଞ୍ଜିରି ହେଡସାର ସୁଧାଂଶୁ କୁମାର ବେହେରା, ଦୁଇଟି ଜୁନ୍ ପ୍ରଧାନ ଶିକ୍ଷକ, ବାଟାଗୁଡା ସୁରେନ୍ଦ୍ର କୁମାର ମହାରଣା, ମାମି ନାହକ,
Read More News
T & CPrivacy PolicyContact Us