Download Now Banner

This browser does not support the video element.

ଲକ୍ଷ୍ମୀପୁର: ଓଡପୁର ଗ୍ରାମରେ ପହଞ୍ଚିଲେ ବିଧାୟକ,ଗ୍ରାମର ପ୍ରତେକଟି ପରିବାର ବର୍ଗଙ୍କ ସହ କଲେ ଆଲୋଚନା

Lakshmipur, Koraput | Aug 24, 2025
କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଳକ୍ ଓଡପୁର ଗ୍ରାମରେ ଝାଡାବାନ୍ତି ରୋଗ ଆତଙ୍କ ଦେଖାଦେଇଛି। ସପ୍ତାହକରେ ୫ ଜଣକ ମୃତ୍ୟୁ ହୋଇଥିବା ବେଳେ କୋରାପୁଟ ମେଡିକାଲରରେ ବହୁ ଜଣ ଚିକିତ୍ସିତ ହେଉଛନ୍ତି ।ଗ୍ରାମବାସୀ ଗ୍ରାମରେ ଦିଶାରୀ ଡକାଇ କରୁଛନ୍ତି ପୁଜାର୍ଚ୍ଚନା।ଖବର ଶୁଣି ଗ୍ରାମରେ ପହଞ୍ଚିଲେ ବିଧାୟକ ପବିତ୍ର ସାଉନ୍ତା। ଗ୍ରାମର ପ୍ରତେକଟି ଘର ବୁଲିବା ସହ ଗ୍ରାମବାସୀଙ୍କ ସହ ଆଲୋଚନା କରୁଥିବା ରବିବାର ସଂଧ୍ଯା ୬ଟା ସମୟରେ ଦେଖିବାକୁ ମିଳିଛି। ଏହା ସହ ସ୍ବାସ୍ଥ୍ଯ ବିଭାଗ ଉପରେ ପ୍ରବଳ ବର୍ଷିଛନ୍ତି ବିଧାୟକ।
Read More News
T & CPrivacy PolicyContact Us