This browser does not support the video element.
ଜଗତସିଂହପୁର: ନୂଆଗାଁ ଗ୍ରାମର ପାଇକା ନଦୀରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର
Jagatsinghapur, Jagatsinghpur | Aug 13, 2025
ତୀର୍ତ୍ତୋଲ ବ୍ଲକ କୃଷ୍ନାନନ୍ଦପୁର ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମର ପାଇକା ନଦୀରୁ ଜଣେ ଅଜଣା ବ୍ୟକ୍ତିର ଶବ ଉଦ୍ଧାର । ଏକ ନିଛାଟିଆ ସ୍ଥାନରେ ଆଜି ଦିନ ୧ ଘଟିକା ସମୟରେ ନଦୀରେ ଶବ ଭାସୁଥିବାର ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ । ପରେ ଲୋକମାନେ ସ୍ଥାନୀୟ କୃଷ୍ନାନନ୍ଦପୁର ଥାନାକୁ ଖବର ଦେଲାପରେ ଘଟଣାସ୍ଥଳରେ କୃଷ୍ନାନନ୍ଦପୁର ପୋଲିସ ପହଞ୍ଚି ଶବକୁ ଜବତ କରି ଵ୍ୟଵଛେଦ ନିମନ୍ତେ ମେଡିକାଲକୁ ପଠେଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଶବଟିର ପରିଚୟ ମିଳିପାରି ନାହିଁ ମ