This browser does not support the video element.
ପଦ୍ମପୁର: ପାଇକମାଲ ରେ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୃହ ନିର୍ମାଣ କାର୍ଯ୍ୟର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବରଗଡ ସାଂସଦ
Padmapur, Bargarh (Baragarh) | Aug 27, 2025
ଆଜି ବୁଧବାର ସକାଳ 11ଟା ସମୟ ପାଖା ପାଖି ରେ ପାଇକମାଲ ସରକାରୀ ଚିକିତ୍ସାଲୟ ରେ ନିର୍ମାଣ ହେବାକୁ ଥିବା ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୃହ ନିର୍ମାଣ କାର୍ଯ୍ୟର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଯୋଗଦେଇ ଭୂମି ପୂଜନ ଓ ଶିଳାନ୍ୟାସ କରିଥିଲେ।ସମ୍ମାନିତ ଅତିଥି ଭାବରେ ପଦ୍ମପୁର ବିଜେପି ପୂର୍ବତନ ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୋଏ ଯୋଗଦେଇଥିବା ବେଳେ ଦଳୀୟ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ