Download Now Banner

This browser does not support the video element.

ବଲାଙ୍ଗୀର: ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସତର୍କତା ଜିଲ୍ଲା କୁ ୟେଲୋ ୱାର୍ଣିଂ

Balangir, Balangir | Sep 10, 2025
ବଲାଙ୍ଗୀରରେ ବଜ୍ରପାତ ସହ ବର୍ଷା ସତର୍କତା ବଲାଙ୍ଗୀରରେ ପାଣିପାଗ ବିଭାଗ ଆଗାମୀ ୧୧ରୁ ୧୨ ସେପ୍ଟେମ୍ବର ପର୍ଯ୍ୟନ୍ତ ବଜ୍ରପାତ ସହିତ ବର୍ଷାର ସତର୍କତା ଜାରି କରିଛି । ୩୦ରୁ ୪୦ କିଲୋମିଟର ବେଗରେ ବାତ୍ୟା ସହିତ ଅଲଗାଅଲଗା ସ୍ଥାନରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ତେଣୁ ଜିଲ୍ଲା କୁ ୟେଲୋ ୱାର୍ଣିଂ ଜାରି କରିଛି । ବଜ୍ରପାତ ଓ ଜୋର ବାତାସରୁ ସାବଧାନ ରହିବାକୁ, ଚାଷୀ ଓ ସାଧାରଣ ଲୋକଙ୍କୁ ଜିଲ୍ଲା ପାଣିପାଗ ବିଭାଗ ଆଜି ଅପରାହ୍ନ ୨ଟା ସମୟରେ ଆହ୍ୱାନ କରିଛି ।
Read More News
T & CPrivacy PolicyContact Us