This browser does not support the video element.
ସିମୁଳିଆ: ଧୋବଶିଳା ପଞ୍ଚାୟତ ରେ କଲ୍ୟାଣ ମଣ୍ଡପ ଓ ସିଲେଇ ତାଲିମ ୟୁନିଟ କୁ ଉଦଘାଟନ କଲେ ସାଂସଦ ଓ ବିଧାୟକ,
Similia, Balasore | Aug 26, 2025
ଆଜି ମଙ୍ଗଳବାର ଅପରାହ୍ନ 3 ଘଟିକା ସମୟରେ ନୀଳଗିରି ବ୍ଲକ ଧୋବଶିଳା ଗ୍ରାମ ପଞ୍ଚାୟତରେ ନବନିର୍ମିତ କଲ୍ୟାଣ ମଣ୍ଡପ ଓ ସିଲେଇ ତାଲିମ ୟୁନିଟ ର ଶୁଭ ଉଦ୍ଘାଟନରେ କଲେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ l ଏଥିରେ ଅନ୍ୟତମ ଅତିଥି ଭାବେ ବିଧାୟକ ସନ୍ତୋଷ ଖଟୁଆ, ଜିଲ୍ଲାପାଳ, ଉପଜିଲ୍ଲାପାଳ ପ୍ରମୁଖ ଯୋଗଦେଇ ସତାଧିକ ମହିଳାଙ୍କୁ ଆତ୍ମନିର୍ଭର ଓ ରୋଜଗାରଶୀଳ କରିବାରେ ସହାୟକ ହୋଇପାରିବେ ବୋଲି ମତ ରଖିଥିଲେ ତାହା ସହିତ ୫୦ଟି ଅତ୍ୟାଧୁନିକ ସିଲେଇ ମେସିନ ପ୍ରଦାନ କରାଯାଇଥିଲା l