Download Now Banner

This browser does not support the video element.

ବୌଦ୍ଧ ସଦର: ବାବଡା ଗ୍ରାମ ରାସ୍ତାରୁ ବେଆନ ମହୁଲି ମଦକୁ ଜବତ ସହିତ ସମ୍ପୃକ୍ତ ଆଶାମୀ ନାମରେ ମାମଲା ରୁଜୁ

Baudh Sadar, Boudh (Bauda) | Sep 11, 2025
ଆଜି ସନ୍ଧ୍ୟା ୭.୩୦ସମୟରେ ଜିଲ୍ଲା ଅବକାରୀ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ l ଆଜି ବୌଦ୍ଧ ଅବକାରୀ ପୋଲିସ ସବୁ ଦିନ ପରି ବେଆନ ମଦ କାରବାର ନେଇ ଚଢ଼ାଉ କରି l ଆଜି ମଧ୍ୟାନ୍ହ ପାଖାପାଖି ୧୨ ଟା ସମୟରେ ବୌଦ୍ଧ ଥାନା ଅନ୍ତର୍ଗତ ବାବଡା ଗ୍ରାମରେ ଚଢ଼ାଉ କରି ଗ୍ରାମ ରସ୍ତାରୁ ୭ଲିଟର ବେଆଇନ ଦେଶି ମଦ ଜବତ କରି ଏଥିରେ ସମ୍ପୃକ୍ତ ଆଶାମୀ ନାମରେ ୧୦୫/୨୦୨୫-୨୬ରେ ମାମଲା ରୁଜୁ କରି, ୩୫(୩)BNSS ରେ ନୋଟିସ ଦେଇ ସମ୍ପୃକ୍ତ ଆସାମୀକୁ ଜାମିନରେ ଛାଡି ଦେଇଛନ୍ତି l
Read More News
T & CPrivacy PolicyContact Us