This browser does not support the video element.
ଜଳେଶ୍ବର: ରାଜଘାଟ ଠାରେ ଧୀରେ ଧୀରେ ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର, ଭୟବିତ ତଳିଆ ଅଞ୍ଚଳ ବାସୀ
Jaleswar, Balasore | Sep 6, 2025
ଧୀରେ ଧୀରେ ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର,ବନ୍ୟା ଆଶଙ୍କା,ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ରାଜଘାଟ ଠାରେ ବିପଦ ସଙ୍କେତ 10.36 ମିଟର ରହିଥିବା ବେଳେ ସତର୍କ ସଙ୍କେତ ରହିଛି 9.45 ମିଟର, ଆଜି ସକାଳ 6ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ 7.75ମିଟର ରେ ପ୍ରବାହିତ ହେଉଛି l ଫଳରେ ତଳିଆ ଅଞ୍ଚଳ ରେ ଲୋକେ ଭୟବିତ ହୋଇଛନ୍ତି l ତେବେ ପୁଣି ଥରେ ବନ୍ୟା ଆଶଙ୍କା କରାଯାଉଛି l