This browser does not support the video element.
ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ମହକୁମା ଶିଶୁ ଗୃହରେ ରହୁଥିବା ଯୁବତୀଙ୍କୁ ଜିଲ୍ଲା ପ୍ରସାସନ ତତ୍ୱାବଧାନରେ ବିବାହ ସମ୍ପନ୍ନ ହୋଇ ଯାଇଛି
Malkangiri, Malkangiri | Mar 25, 2025
ମାଲକାନଗିରି ଜିଲ୍ଲା ସଦର ମହକୁମା ଶିଶୁ ଗୃହରେ ରହୁଥିବା ଯୁବତୀଙ୍କୁ ଜିଲ୍ଲା ପ୍ରସାସନ ତତ୍ୱାବଧାନରେ ବିବାହ ସମ୍ପନ୍ନ ହୋଇ ଯାଇଛିା ଆଜି ଶିଶୁ ଗୃହ ପରିସରରେ ଏମ୍.ଭି. ୮୦ ଗ୍ରାମର ଯୁବତୀ ପିଙ୍କି ସରକାର ଯିଏକି ଶିଶୁ ଗୃହର ଜଣେ ଅନ୍ତେବାସିନୀ ଅଟନ୍ତି। ତାଙ୍କ ବିବାହ ଏମଭି୬୨ ଗ୍ରାମର ପ୍ରଭାତ ବିଶ୍ୱାସଙ୍କ ସହ ସ୍ଥାନୀୟ ଜିଲ୍ଲା ସଦର ଶିବ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛିା କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ସଂଜୁକ୍ତା ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।