Download Now Banner

This browser does not support the video element.

କଣ୍ଟାବାଞ୍ଜି: ତୁରେକେଲା ବ୍ଲକର ବିଭିନ୍ନ ଗାଁରେ ହୋଇଥିବା ନାମଯଜ୍ଞରେ ସାମିଲ ହେଲେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା

Kantabanji, Balangir | Mar 25, 2024
ରବିବାର ତୁରେକେଲା ବ୍ଲକର ବିଭିନ୍ନ ଗାଁରେ ଆୟୋଜିତ ହୋଇଥିବା ନମଯଜ୍ଞରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ସାମିଲ ହୋଇଥିଲେ। ଭକ୍ତିମୟ ପରିବେଶରେ ଏଠାରେ ପୂଜାର୍ଚ୍ଚନା କରାଯାଉଥିବା ବେଳେ ବିଧାୟକ ସାମିଲ ହୋଇ ପ୍ରଭୁଙ୍କ ଦର୍ଶନ ଲାଭ କରିଛନ୍ତି। ଏଥିରେ ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟ କୌଶିକ ମେହେର ମଧ୍ୟ ସାମିଲ ଥିବା ଦେଖିବାକୁ ମିଳିଥିଲା।
Read More News
T & CPrivacy PolicyContact Us