Download Now Banner

This browser does not support the video element.

ବାଲିଗୁଡା: ବାଲିଗୁଡା ସହର କଟାରି ସାହି ଠାରେ କନ୍ଧମାଳ ସାସଂଦ ଙ୍କ ଦ୍ୱରା ବୃକ୍ଷ ରୋପଣ ସହ ବିଭିନ୍ନ କାଯ୍ୟକ୍ରମ ରେ ଯୋଗ ଦେଲେ

Baliguda, Kandhamal | Jul 15, 2025
ବାଲିଗୁଡା ସହର କଟାରି ସାହି ଠାରେ କନ୍ଧମାଳ ସାସଂଦ ଙ୍କ ଦ୍ୱରା ବୃକ୍ଷ ରୋପଣ କାଯ୍ୟକ୍ରମ ଅନୁଷ୍ଠିତ, ଏହି କାଯ୍ୟକ୍ରମ ଟି ମଙ୍ଗଳବାର ଦିନ10ଘଣ୍ଟିକା ସମୟରେ ଏହି ବୃକ୍ଷ ରୋପଣ ଅନୁଷ୍ଠିତ ହଇଥିବା ବେଳେ,କାଯ୍ୟକ୍ରମ ରେ କନ୍ଧମାଳ ସାସଂଦ ସୁକାନ୍ତ ପାଣିଗ୍ରାହୀ,କାଯ୍ୟକ୍ରମ ରେ ବିଜେପି କର୍ମକର୍ତା ଙ୍କ ସହ ବନବିଭାଗ ର DFO ବିଶ୍ୱରାଜ ପଣ୍ଡା ଙ୍କ ସହ 2ଜଣ ACF ମନ ରଞ୍ଜନ ବାଗ ଏବେ ସୁଯ୍ୟକାନ୍ତ ମିଳିତ ତତ୍ୱାବଧାନ ରେ ରେଞ୍ଜର ଡି. ସୁବାଷ ଏବଂ ଫରେଷ୍ଟର ପ୍ରଭାତ ଦୋରା ଙ୍କ ନେତୃତ୍ୱ ଏହି କାଯ୍ୟକ୍ରମ ଅନୁଷ୍ଠିତ ହଇଛି, ଅଞ୍ଚଳରେ 25ଏକର ଜମିରେ ବୃକ୍ଷ ରୋପଣ କରାଯାଇଥିବା ପେଚ୍ ପରିସରକୁ
Read More News
T & CPrivacy PolicyContact Us