Download Now Banner

This browser does not support the video element.

ଗୋବିନ୍ଦପୁର: ବାମରା ସିସାଲ ଫାର୍ମ ପଡ଼ାର ଘୁଷୁରୀ କୁ ଧକ୍କା ଦେଇ ବାଇକ୍ ଦୁର୍ଘଟଣା, ଚାଳକ ଆହତ

Govindpur, Sambalpur | Aug 30, 2025
ବାମରା ସ୍ଥିତ ସିସାଲଫାର୍ମ ପଡ଼ା ରେ ଘୁଷୁରୀ କୁ ଧକ୍କା ଦେଇ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏଥିରେ ବାଇକ୍ ଚାଳକ ଆହତ ହୋଇଛନ୍ତି। ସୂଚନା ଅନୁସାରେ ଜାମମାଲ ଗ୍ରାମ ର ସୁନିଲ ବୁଦଲା ଶନିବାର ଦିନ ଏକ ବାଇକ୍ ଯୋଗେ ବାମରା କୁ ଆସୁଥିବା ବେଳେ ସିସାଲଫାର୍ମ ପଡ଼ା ମୁଖ୍ୟ ରାସ୍ତା ରେ ଏକ ଘୁଷୁରୀ କୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇ ଥିଲେ। ଫଳ ରେ ତାଙ୍କ ଶରୀର ର ବିଭିନ୍ନ ସ୍ଥାନ ରେ ଆଘାତ ଲାଗି ଦେ ଆହତ ହୋଇଥିବା ବେଳେ ତାଙ୍କୁ ଦିନ ୩ ଟା ସମୟରେ ଗୋବିନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି।
Read More News
T & CPrivacy PolicyContact Us