Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ଚନ୍ଦନପୁର ପଞ୍ଚାୟତ ରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ, ଯୋଗଦେଲେ ବାଙ୍ଗିରିପୋଷି ବିଧାୟିକା

Baripada M, Mayurbhanj | Oct 3, 2025
ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତର ନୂଆ ଗାଁ ଯୁବ ସଂଘ ଆନୁକୁଲ୍ୟରେ ଶୁକ୍ରବାର ଅପରାହ୍ନ ପ୍ରାୟ ୪ଟାରେ ଏକ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଙ୍ଗିରିପୋଷି ବିଧାୟିକା ସଞ୍ଜଳୀ ମୁର୍ମୁ ଯୋଗ ଦେଇଥିବା ବେଳେ ଉଭୟ ଦଳର ଖେଳାଳି ମାନଙ୍କୁ ହାତ ମିଳାଇ ଉତ୍ସାହିତ କରିବା ସହ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇଥିବା ନେଇ ଜଣାପଡିଛି।
Read More News
T & CPrivacy PolicyContact Us