Download Now Banner

This browser does not support the video element.

ଛତ୍ରପୁର: ଛତ୍ରପୁର କୋର୍ଟରେ ରାଷ୍ଟ୍ରୀୟ ଲୋକ ଅଦାଲତ, ୧୪୪ଟି ମାମଲାର ଶୁଣାଣି ସହ ୫୬ଟି ମାମଲାର ସମାଧାନ

Chhatrapur, Ganjam | Sep 13, 2025
ଛତ୍ରପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ସ୍ଥାନୀୟ କୋର୍ଟ ପରିସରରେ ଚଳିତ ବର୍ଷ ର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଶନିବାର ପୂର୍ବାହ୍ନରେ ଆରମ୍ଭ ହୋଇ ଅପରାହ୍ନ ପର୍ଯ୍ୟନ୍ତ ଚାଲିଥିଲା। କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୈାରା ଜଜ୍ ପ୍ରଦୀପ କୁମାର ସାମଲ , ସିନିୟର ସିଭିଲ ଜଜ୍ ପୂଜା ଦେ, ଏସଡିଜେଏମ ପ୍ରିତିଶ କୁମାର ରଥ ଓ ଜେଏମଏଫସି ସ୍ଵାଗତିକା ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ୧୪୪ଟି ମାମଲାର ବିଚାରଣ ହୋଇ ୫୬ଟି କେସ ର ଫଇସଲା କରି ମୋଟ ୫୮ଲକ୍ଷ ୩୮ ହଜାର ୪୪୫ ଟଙ୍କା ଆଦାୟ କରିଛନ୍ତି।
Read More News
T & CPrivacy PolicyContact Us