Download Now Banner

This browser does not support the video element.

ଡାବୁଗାଁ: ମାଝୀଗୁଡାରେ ଗଣେଶ ବିସର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ବ୍ଲକ ଉପାଧକ୍ଷ

Dabugan, Nabarangpur | Sep 2, 2025
ପାପଡାହାଣ୍ଡି ବ୍ଲକ ମାଝୀଗୁଡା ଠାରେ ଆଜି ଗଣେଶ ବିସର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବ୍ଲକ ଉପାଧକ୍ଷ ସୁଶାନ୍ତ କୁମାର ବେହେରା ଯୋଗଦେଇଥିଲେ | ଗ୍ରାମବାସୀଙ୍କ ତରଫରୁ ବେହେରାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା | ଏକ ବିଶାଳ ଶୋଭାଯାତ୍ରା ଯାତ୍ରାରେ ଶତାଧିକ ଲୋକ ଗଣେଶଙ୍କୁ ବିସର୍ଜନ କରିଥିଲେ | ବାଦ୍ୟ ନୃତ୍ୟର ତାଳେ ତାଳେ ଅତିଥିଙ୍କ ସହ ଢେମସା ନୃତ୍ୟ କରି ଗଣେଶଙ୍କୁ ବିସର୍ଜନ କରାଯାଇଥିଲା |
Read More News
T & CPrivacy PolicyContact Us