Download Now Banner

This browser does not support the video element.

ବଲାଙ୍ଗୀର: ଲୋଇସିଂହା ଅଞ୍ଚଳରେ ବିପୁଳ ପରିମାଣ ରେ ଗଞ୍ଜେଇ ଜବତ୍ କୁ ନେଇ ଟାଉନ ଥାନାରେ ସାମ୍ବାଦିକ ସମ୍ବିଳନୀରେ ପ୍ରତିକ୍ରିୟା ରଖିଲେ ଏସଡିପିଓ

Balangir, Balangir | Aug 24, 2025
ପୋଲିସକୁ ଚକମା ପାଇଁ ଲାଗିଥିଲା ନକଲି ନମ୍ବର ଓ ଓକିଲ ଷ୍ଟିକର ବଲାଙ୍ଗିର ଜିଲ୍ଲା ସାଲେଭଟା ମୁର୍ଷଣ୍ଡ ରାସ୍ତେ ଗଞ୍ଜେଇ ଭର୍ତୀ ଆର୍ଟିକା କାରକୁ ଘୋଡାଇ ଧରିଥିଲା ଲୋଇସିଂହା ପୋଲିସ। କାର ଭିତରୁ ୨କ୍ବିଣ୍ଟାଲ ୧୪ କେଜି ୯୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି। ଜଣେ ଅଭିଯୁକ୍ତ ଘଣ୍ଟାପଡା ବୌଦ୍ଧ ଜିଲ୍ଲାର ଗୋଲେଖ ହରିପାଲକୁ ପୋଲିସ ଗିରଫ କରିଛି। ପୋଲିସକୁ ଚକମା ଦେବା ପାଇଁ ନଲି ଗାଡି ନମ୍ବର ଓ ଓକିଲ ଷ୍ଟିକର ଲଗାଇଥିଲେ। ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ଅଛନ୍ତି,ସେମାନଙ୍କୁ ମଧ୍ୟ ଗିରଫ କରାଯିବ। ଜବତ ଗଞ୍ଜେଇ ର ମୁଲ୍ୟ ପ୍ରାୟ ୨୧ଲକ୍ଷ ହେବ ବୋଲି କହିଛନ୍ତି ବଲାଙ୍ଗିର ସଦର ଏସଡିପିଓ ସରୋଜ ଉପାଧ୍ୟା
Read More News
T & CPrivacy PolicyContact Us