This browser does not support the video element.
ମୋହନା: ମୋହନାରେ ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ, ଦର୍ଶନ କଲେ ଭକ୍ତ
Mohana, Gajapati | Jul 17, 2024
ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ଥାନୀୟ ବଜାର ରେ ରଥ ଅଟକି ରହିଛି ବୁଧୁବାର ସନ୍ଧ୍ୟା 7.30ରେ ଭକ୍ତ ମାନେ ମହାପ୍ରଭୁ ଙ୍କୁ ସୁନା ଭେଷ ରେ ଦର୍ଶନ କରିଛନ୍ତି ସନ୍ଧ୍ୟା ଆଳତି ରେ ପ୍ରବଳ ଭିଡ଼ ଜମିଥିଲା ବିଭିନ୍ନ ସୁନା ରେ ସଜା ଯାଇଛି ମହାପ୍ରଭୁ ଙ୍କୁ