This browser does not support the video element.
ପାଲଲହଡା: ତାଳଚେର ଗଣେଶ ପୂଜାରେ ସିରିଜ ଦୁର୍ଘଟଣା ଅନେକ ଲୋକ ଆହତ
Palalahada, Angul | Aug 31, 2025
ତାଳଚେର ଆଇ ଟି ଆଇ ଛକ ରାସ୍ତା ଉପରେ ରବିବାର ଅପରାହ୍ନ ୫ଟା ବେଳେ ହଠାତ ଏକ କାର ଦୃତ ଗତିରେ ହାଟତୋଟା ପଟୁ ଲୋକମାନଙ୍କୁ ଧକ୍କା ଦେଇ ଦୃତ ଗତିରେ ପଳାଇ ଯାଉଥିଲା ଏହି ଦୁର୍ଘଟଣାରେ ଅନେକ ଲୋକ ଗୁରୁତର ଆହତ ହୋଇଥିବା ବେଳେ ଅନେକ ବାଇକ ଭାଙ୍ଗିରୁଜି ଯାଇଛି ଆହତମାନଙ୍କୁ ସ୍ଥାନୀୟ ଲୋକମାନେ ଓ କେନ୍ଦ୍ରୀୟ ଗଣେଶ ପୂଜା କମିଟି ସଦସ୍ୟମାନେ ମିଶି ନିକଟସ୍ଥ ତାଳଚେର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିବା ବେଳେ ପୋଲିସ ଦୁର୍ଘଟଣା ଘଟାଇଥିବା କାର ଓ କର ଚାଳକକୁ ଗିରଫ କରିଥିବା ଜଣାପଡ଼ିଛି ।