Download Now Banner

This browser does not support the video element.

ରାଇଘର: ମାଓବାଦୀ ପ୍ରତିଷ୍ଠା ଦିବସ ସପ୍ତାହ ଆରମ୍ଭ

Raighar, Nabarangpur | Sep 22, 2025
ଉମରକୋଟ ଓ ରାଇଘର ସୀମାନ୍ତ ଛତିଶଗଡ ହେଉଛି ମାଓ ପ୍ରବାହିତ ଅଂଚଳ।ବର୍ତମାନ ମାଓବାଦୀ ପ୍ରତିଷ୍ଠା ଦିବସ ସପ୍ତାହ ଆରମ୍ଭ ହୋଇଛି।ସେପ୍ଟେମ୍ବର ୨୧ ତାରିଖରୁ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ମାଓବାଦୀ ପ୍ରତିଷ୍ଠା ଦିବସ ସପ୍ତାହ ଚାଲିବ। ଏହି ଦିନରେ ହିଂସାତ୍ମକ କାର୍ଯ୍ୟ କରି ମାଓବାଦୀମାନେ ସେମାନଙ୍କର ଉପସ୍ଥିତି ଜାହିର କରିବେ। ପ୍ରଶାସନ ପକ୍ଷରୁ ଅଂଚଳ ର ସୁରକ୍ଷା କୁ ଦୃଷ୍ଟି ରେ ରଖି ସି ଆର୍‌ ପି ଏଫ୍‌ କର୍ମଚାରୀ ଓ ଅନ୍ୟ ଯବାନ ମାନଙ୍କୁ ନିୟୋଜିତ କରାଯାଇଛି ।ନକ୍ସଲ ପ୍ରଭାବିତ ଅଞ୍ଚଳରେ ସୀମାନ୍ତ ଅଞ୍ଚଳ ଦେଇ ଯାଉଥିବା ଯାନବାହନଗୁଡ଼ିକୁ କଡ଼ାକଡ଼ି ଯାଞ୍ଚ କରାଯାଉଛି।୨୦୨୬ ମାର୍ଚ୍ଚ ମାସ
Read More News
T & CPrivacy PolicyContact Us