Download Now Banner

This browser does not support the video element.

ବଲାଙ୍ଗୀର: ବେଲ ଗାଁ ପେଟ୍ରୋଲ ପମ୍ପ ନିକଟରେ ଓଲଟିଲା କୋଇଲା ବୋଝଇ ଟ୍ରକ, ଚାଳକ ଓ ହେଲ୍ପର ଆହତ

Balangir, Balangir | Aug 7, 2025
ବଲାଙ୍ଗିର: ବେଲ ଗାଁ ନିକଟ ରେ ପେଟ୍ରୋଲ ପମ୍ପ ସମୀପରେ ଏକ ଭାରୀ କୋଇଲା ଲୋଡ଼ ଟ୍ରକ ଓଲଟି ଯିବା ଘଟଣା ସାମ୍ନା କୁ ଆସି ଛି। ଦୁର୍ଘଟଣାରେ ଟ୍ରକ ଚାଳକ ଓ ହେଲ ପର ଆହତ ହୋଇଥିବା ସ୍ଥାନୀୟ ଉତ୍ସ ରୁ ଜଣା ପଡିଛି। ଆହତ ଚାଳକଙ୍କୁ ଭୀମ ଭୋଇ ମେଡ଼ିକାଲ୍ କଲେଜ୍ ଓ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାର କାରଣ ଚାଳନାରେ ଅସାବଧାନତା ବା ଗତି ଅଧିକ ଥିବା ବୋଲି ଅନୁମାନ କରା ଯାଉଚି ଏହି ଦୁର୍ଘଟଣା ବିଳମ୍ବିତ ରାତି ରେ ଘଟି ଥିବା ବେଳେ ସ୍ଥାନୀୟ ଲୋକ ଙ୍କ ଠାରୁ ଆଜି ସକାଳ ୮ଟା ସମୟରେ ଜଣା ପଡ଼ିଚି ପୋଲିସ ଘଟଣସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ୱ କରିଛି।
Read More News
T & CPrivacy PolicyContact Us