This browser does not support the video element.
ଢେଙ୍କାନାଳ ସଦର: ଗଣେଶ ବଜାରଠାରେ ଗେଟରେ ବାଇକ ଦୁର୍ଘଟଣା, ଜଣେ ଆହାତ
Dhenkanal Sadar, Dhenkanal | Sep 29, 2025
ଢେଙ୍କାନାଳ ସହରରେ ଗଜଲକ୍ଷ୍ମୀ ପୂଜା ପାଇଁ ବିଭିନ୍ନ ସ୍ଥାନରେ ବାଉଁଶ ଗେଟମାନ ନିର୍ମାଣ ଚାଲିଛି। ସୋମବାର ଅପରାହ୍ନ ୪ଟାରେ ସହରର ଜଣେ ବ୍ୟକ୍ତି ଆସୁଥିବା ବେଳେ ଅସାବଧାନତା ଯୋଗୁଁ ଗଣେଶ ବଜାର ଏକ ବାଉଁଶ ଗେଟସହିତ ବାଇକ ଦୁର୍ଘଟଣା ଘଟି ବାଇକ ଭାଙ୍ଗିଯାଇଥିବା ବେଳେ ବ୍ୟକ୍ତି ଜଣଙ୍କ ଆହାତ ହୋଇଥିଲେ ।