Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ଯୁନାପାନି ଗାଁ ର ନଈ କୂଳ ରୁ ଏକ ଯୁବକଙ୍କ ମୃତଦେହ ଉଦ୍ଧାର

Nabarangapur PS, Nabarangpur | Aug 21, 2025
ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ଯୁନାପାନି ଗାଁ ର ନଈ କୂଳ ରୁ ଏକ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି।ପୋଲିସ ସୂଚନା ଅନୁଯାୟୀ ଭୁଜବଳ କୁରକୁରେ (୨୮)ନାମକ ଜଣେ ଯୁବକ ଗତ କାଲି ଦିନ ୨ଟା ରୁ ଘରୁ କେଉଁ ଆଡ଼େ ବାହାରି ଯାଇଥିଲେ ।ଆଜି ନଈ କୂଳ ରେ ମୃତ ଦେହ ଦେଖି ସ୍ଥାନୀୟ ଲୋକେ ପରିବାର ଳୋକଙ୍କୁ ଖବର ଦେଇଥିଲେ।ପରିବାର ଲୋକେ ଚନ୍ଦାହାଣ୍ଡି ଥାନରେ ଲିଖିତ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଛେଦ କରିବା ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲେ। ପରିବାର ଲୋକେ ଯୁବକଙ୍କୁ ହତ୍ୟା କରି ନଈକୂଳରେ ଫିଙ୍ଗିଦେଇଥିବା ଅଭିଯୋଗ କରିଛନ୍ତି।
Read More News
T & CPrivacy PolicyContact Us