Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଗାନ୍ଧୀ ପାର୍କ ଠାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Baripada M, Mayurbhanj | Oct 2, 2025
ବାରିପଦାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଗୁରୁବାର ସକାଳ ପ୍ରାୟ ୧୦ଟାରେ କଂଗ୍ରେସ ଦଳର ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳଙ୍କ ନେତୃତ୍ବରେ ଅନେକ କଂଗ୍ରେସ କର୍ମୀ ମାନେ ସ୍ଥାନୀୟ ଗାନ୍ଧିପାର୍କ ଠାରେ ଥିବା ମହାତ୍ମାଗାନ୍ଧୀ, ଲାଲବାହାଦୂର ଶାସ୍ତ୍ରୀ ଏବଂ କସ୍ତୁରବା ଗାନ୍ଧିଙ୍କ ପ୍ରତିର୍ମୂିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି।
Read More News
T & CPrivacy PolicyContact Us